Advertisement

କ୍ୟାବିନେଟ୍‌ ନିଷ୍ପତ୍ତି: ୮ ଉତ୍ତର-ପୂର୍ବ ରାଜ୍ୟରେ ଗ୍ୟାସ୍‌ ଗ୍ରିଡ୍‌; ନୀଳାଚଳ ଇସ୍ପାତରେ ପୁଞ୍ଜି ପ୍ରତ୍ୟାହାର

ନୂଆଦିଲ୍ଲୀ,୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ ବୈଠକରେ ବୁଧବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୮ ଉତ୍ତର-ପୂର୍ବ ରାଜ୍ୟରେ ଗ୍ୟାସ୍‌ ଗ୍ରିଡ୍‌ ସ୍ଥାପନ କରାଯିବା ସହିତ ନୀଳାଚଳ ଇସ୍ପାତରେ ପୁଞ୍ଜି ପ୍ରତ୍ୟାହାର ଆଦି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଦେଶରେ ରେଲଓ୍ବେ ବିକାଶ ପାଇଁ ଇଂଲଣ୍ଡ ସହିତ ଶକ୍ତି କ୍ଷେତ୍ରରେ ବୁଝାମଣାକୁ ମଧ୍ୟ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି। ଏମ୍‌ଏମ୍‌ଟିସି ଏବଂ ଏନ୍‌ଏମ୍‌ଡିସିର କିଛି ପରିମାଣର ପୁଞ୍ଜି ପ୍ରତ୍ୟାହାର କରାଯିବ ବୋଲି ନିଷ୍ପତ୍ତି ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share