ବାରଙ୍ଗ,୧୬।୫(ଡି.ଏନ୍.ଏ.): କଟକ ଜିଲା ବାରଙ୍ଗ ଥାନା ଅର୍ନ୍ତଗତ ଶ୍ରୀଶ୍ରୀୟୁନିଭର୍ସିଟିରେ କାର୍ଯ୍ୟ କରୁଥିବା ଝାରଖଣ୍ଡର ୧୪ ଶ୍ରମିକ। ତେବେ ଶୁକ୍ରବାର ରାତିରେ ସେମାନେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ବାରଙ୍ଗ ପୋଲିସ ଚଢ଼ାଉ କରି ସେମାନଙ୍କୁ କାବୁ କରିଛି। ଶନିବାର ସକାଳେ ଏକ ବସ୍ ଯୋଗେ ପୋଲିସ ସେମାନଙ୍କୁ କଟକକୁ ପଠାଇଛି। କଟକରୁ ଏହି ଶ୍ରମିକମାନେ ଝାଡଖଣ୍ଡ ଯିବେ ବୋଲି ଜଣାପଡିଛି।
Posted inଆମ ଜିଲା ଖବର, କଟକ, କରୋନା ଭାଇରସ୍