Categories: Video

ଖାଁ ଖାଁ ଶ୍ରୀମନ୍ଦିର I Puri Jagannath temple wears a deserted look

ନୀତିକାନ୍ତି ଅନୁସାରେ ସବୁ ଦିନ ମହାପ୍ରଭୁଙ୍କୁ ଭିନ୍ନ ଭିନ୍ନ ବେଶରେ ବିଭୁଶିତ କରାଯାଉଛି । ହେଲେ ଚତୁର୍ଦ୍ଦାମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ଲାଗୁ ନାହିଁ । କରୋନା ସଂକ୍ରମଣ ଭୟ ଓ ଲକଡାଉନ ପାଇଁ ଶ୍ରୀମନ୍ଦିର ପୁରା ଖାଁ ଖାଁ ହୋଇଯାଇଛି । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା ଆଣିଦେଇଛି କରୋନା ।