ଖୋଲାଖୋଲି ପ୍ରେମ କଲେ ଆଲିଆ-ରଣବୀର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ନାୟକ ରଣବୀର କପୁରଙ୍କ ରିଲେସନଶିପକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା। ବିବାହ ଉତ୍ସବ ହେଉ କି ଜନ୍ମଦିନ ସବୁଠି ଏହି ଯୋଡିଙ୍କୁ ଦେଖିବାକୁ ମିଳୁଛି। ଏମିତିକି ରରବୀରଙ୍କ ପିତା ରିଷି କପୁର ନ୍ୟୁୟର୍କରେ ଚିକିତ୍ସିତ ହେଉଥିବା ସମୟରେ ମଧ୍ୟ ଏମାନଙ୍କୁ ନ୍ୟୁୟର୍କ ରାସ୍ତାରେ ଦେଖିବାକୁ ମିଳିଥିଲା। ଏବେ କିନ୍ତୁ ଏକ ଫଟୋ ଏମାନଙ୍କ ପ୍ରେମ କାହାଣୀକୁ ଆହୁରି ମଜଭୁତ କରିଛି। ଉକ୍ତ ଫଟୋରେ ଆଲିଆ-ରଣବୀରଙ୍କୁ ଏମିତି ଧରିଛନ୍ତି ଯେ ସବୁଠି ଚର୍ଚ୍ଚା ହେଉଛି କି ଏମାନେ ଖୋଲାଖୋଲି ପ୍ରେମ କରୁଛନ୍ତି।

Share