ଗଁ। ବାସୀକୁ ଘାରୁଛେ ମ୍ୟାଲେରିଆ ଭଏ

ଲୋଇସିଂହା,୯।୭(ଡି.ଏନ.ଏ.):
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କର୍ଲିପାଟ ଗଁା ଖୁଲି ଅଲପ ବରଷାରେ ବି କାଦୋ ହେଇଯାଉଛେ। ଏନ୍‌ତାଥି ଗଁାବାସୀ ଯିବାଆଏବାରେ ବଡ଼ଭାରି ଅସବିଧାର ସାମନା କରୁଛନ୍‌। ସମସିଆର ସମାଧାନ ଦିଗେ ପଁଚେତ୍‌ କତୁରପକ୍ଷ ପଦକ୍ଷେପ ନାଇଁ ନେବାର ଲାଗି ଗଁ। ବାସୀକର ଭିତରେ ଅସନ୍‌ତୋଷ ଭାବ୍‌ ବଢ଼ତେଲ ଯାଉଛେ।
ସୂଚନା ଅନ୍‌ସାରେ ଲୋଇସିଂହା ବ୍ଲକ ସଦର ପଁଚେତ୍‌ ଅଧୀନ କର୍ଲିପାଟ ଗଁା। ଗଁାଟା କିଡ଼୍‌ନୀ ପରଭାବିତ ଗଁା ହିସାବେ ବି ଜନାଶୁନା। ଏଭେ ସୁଆସ୍‌ତିଅ ବିଭାଗ ତରଫୁ ଗଁାରେ ଶିବିର କରି କିଡ଼୍‌ନୀ ରୁଗୀକର ଦିହିପା ପରୀକ୍ଷା କରାଯାଇଥିଲା। ସେ ସମିଆରେ ଡାକ୍‌ତରି ଦଲ ଗଁାର କାଦୋ ପଚ୍‌ପଚ୍‌ ରାସ୍‌ତା ଦେଖି ଅସନ୍‌ତୋଷ ପରକାଶ କରିଥିଲେ। ଗଁାବାସୀକୁ ବେଭାର କରୁଥିବାର ନଲ୍‌ଚୁଅଁାର ଚାର୍‌ହିକୁତି ଆର ଗଁା ପରିବେଶକେ ସଫ୍‌ସୁତର ରଖ୍‌ବାକେ ଡାକ୍‌ତରି ଦଲ ପରାମଶ ଦେଇଥିଲେ। ଏହେଦେ ବରଷା ଲାଗି ଗଁା ଖୁଲି କାଦୋ ହେଇଯାଇଛେ। ମଶା, ମାଛିକର ବଉଁଶ ବୁରଧି ପାଇଛେ। ଯେନଥିରଲାଗି ଗଁାବାସୀକୁ ମ୍ୟାଲେରିଆ ହେବାର ଭଏ ଘାରୁଛେ। ଇ ବାବ୍‌ଦେ ଗଁାବାସୀ ଥାନୀୟ ସରପଁଚ୍‌କୁଁ ଗଁା ପରିବେଶର ସାଫ୍‌ସଫେଇ ଲାଗି ଗୁହାରି କରିଥିଲେ। ହେଲେ ପଁଚେତ୍‌ କତୁରପକ୍ଷ ଗଁାବାସୀକର କଥାକେ ଗୁରୁତ୍‌ ନାଇଁ ଦେବାର ଲାଗି ଗଁା ସଭାପତି ତରଣୀ ପଧାନ ଆର ଗଁାବାସୀ ଅସନ୍‌ତୋଷ ପରକାଶ କରିଛନ୍‌। ଇ ଦିଗେ ବ୍ଲକ ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଗଁାବାସୀ ଦାବି କରିଛନ୍‌।

Share