ଗଁ। ସ୍କୁଲରୁ ଦୁଇଥର ଟିସି ନେଲେ:ଆଦର୍ଶ ବିଦ୍ୟାଳୟରେ ନଁ। ଲେଖାବାରୁ ବଁଚିତ୍‌ ଛାତ୍ର ଦିବ୍ୟରଞ୍ଜନ

ଲୋଇସିଂହା,୨୭।୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ଗଁାର ଛାତ୍ର ଦିବ୍ୟରଞ୍ଜନ ନାଗକଁର ଭବିଷତ ସଂଗେ ଆଦର୍ଶ ବିଦ୍ୟାଳୟ କତୁରପକ୍ଷ ଖେଲ୍‌ ଖେଲୁଥିବାର ଅଭିଯୋଗ ହେଇଛେ। ତାହାକୁ ଆଡମିଶନ ଲାଗି ଆଦର୍ଶ ବିଦ୍ୟାଳୟ ତରଫୁ ଦୁଇଦୁଇ ଥର ଡାକରା ହେଇଥିଲା। ସ୍କୁଲରୁ ଟିସି ନେଇ ଆଡମିଶନ ଲାଗି ଗଲେ ନାନା ବାହାନା କରି ତାହାକୁ ନିରାଶ କରି ଫିରେଇ ଦେଉଥିଲେ। ଇଥ୍‌ରେ ପୁଓ ଦିବ୍ୟରଞ୍ଜନ ମାନସିକ ଆଘାତ ପାଇଥିବାର ତାକର ବାପା ମଧୁ ନାଗ ଅଭିଯୋଗ କରିଛନ୍‌। ଦିବ୍ୟରଞ୍ଜନ ଗଁାର ପ୍ରାଥମିକ ବିଦ୍ୟାଲୟନେ ୬ଷ୍ଠ ଶ୍ରେଣୀରେ ପଢ଼ୁଛନ୍‌। ଚଲତି ବଛର ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଲାଗି ସେ ଆବେଦନ କରିଥିଲେ। ଗଲା ମାର୍ଚ୍ଚ ୨୪ ତାରିଖ ଆଦର୍ଶ ବିଦ୍ୟାଳୟରେ ଅନୁଷ୍‌ଠିତ ପ୍ରବେଶିକା ପରୀକ୍ଷା ଦେଇଥିଲେ ଦିବ୍ୟରଞ୍ଜନ। ସେଥ୍‌ରେ ଦିବ୍ୟରଞ୍ଜନ ୨୦ ନମ୍ବର ରଖି ନଁ।  ଲେଖାବାକେ ମନୋନୀତ ହେଇଥିବାର କଥା ଆଦର୍ଶ ବିଦ୍ୟାଳୟ କତୁରପକ୍ଷ ତାକର ବାପା ମଧୁ ନାଗକୁଁ ଫୋନକରି କହିଥିଲେ। ଇଥିରଲାଗି ମଧୁ ଗଲା ୧୯ ତାରିଖ ଥାନୀୟ ସ୍କୁଲରୁ ଟିସି ନେଇ ଆଦର୍ଶ ବିଦ୍ୟାଳୟରେ ପୁଓର ନଁ।  ଲେଖାବାକେ ଯାଇଥିଲେ। ସେଦିନ ୨୩ ମାର୍କ ରଖିଥିବାର ଛାତ୍ରମାନକର ନଁ।  ଲେଖାଯାଉଥିବାର କଥା କହିଥିଲେ ଦାୟିତିଅରେ ଥିବାର କରମଚାରୀ। ଯେନ୍‌ଥିରଲାଗି ବାପ୍‌ ପୁଓ ମୁହୁଁକାନ୍‌ ଶୁଖେଇ ନିରାଶ ହେଇ ଘରକେ ଫିରିଥିଲେ। ପଛେ ୨୨ ତାରିଖ ଗଁ।  ସ୍କୁଲରେ ଫେନ୍‌ ଦିବ୍ୟରଞ୍ଜନର ନଁ।  ଲେଖେଇଥିଲେ ତାକର ବାପା। ଗଁ।  ସ୍କୁଲରେ ନଁ।  ଲେଖାବାର ଘଁଟା କେତେଟା ଉତାରୁ ମଧୁକଁର ପାସକେ ଆଦର୍ଶ ବିଦ୍ୟାଳୟରୁ ଫେନ୍‌ଘାଏ ପୁଓର ନଁ।  ଲେଖାବାକେ ଫୋନ୍‌ ଆସିଥିଲା। ମଧୁ ଗଁ।  ସ୍କୁଲକେ ଯାଇ ସବୁ କଥା କହିଥିଲେ। ଗଁ। ର ସ୍କୁଲ କତୁରପକ୍ଷ ଆଦର୍ଶ ବିଦ୍ୟାଳୟ କତୁରପକ୍ଷକଁର ସଂଗେ କଥା ହେଇ ଫେନ୍‌ଘାଏ ଦିବ୍ୟରଞ୍ଜନର ଟିସି ଦେଇଥିଲେ। ସେଠାନ୍‌କେ ଆଡ଼ମିଶନ ଲାଗି ବାପ୍‌ ପୁଓ ପୁହୁଁଚିଲା ଉତାରୁ ଦାୟିତିଅରେ ଥିବାର କରମଚାରୀ ଝନକ ସବୁ ସିଟ ପୂରନ ହେଇଯାଇଥିବାର କହି ଫିରେଇ ଦେଇଥିଲେ। ମଧୁ ନାଗ ଅଭିଯୋଗ କରିଛନ୍‌ ଯେ, ଝନେ ଛାତ୍ରୀ ୧୬ ନମ୍ବର ରଖି ନଁା ଲେଖେଇଥିବାର ସେ ଖବର ପାଇଥିବାର କହିଛନ୍‌। ହେଲେ ଦିବ୍ୟରଞ୍ଜନ ୨୦ ନମ୍ବର ରଖି କାହିଁର ଲାଗି ନଁା ଲେଖେଇ ନାଇଁପାରଲା ବଲି ସେ ପ୍ରଶ୍ନ କରିଛନ୍‌। ଇ ବାବ୍‌ଦେ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସୁଶ୍ରୀ ସମନ୍ବିତା ଷଡ଼ଙ୍ଗୀ କହିଛନ୍‌ ଯେ, ଇଟା ପହେଲା ଘଟନା ନୁହେ। ଏନ୍‌ତା ୩ଟା ଘଟନା ସାମନାକେ ଆସିଛେ। ଅଭିଭାବକମାନେ ସିଲେକ୍ଟ ଲିଷ୍ଟ ନାଇଁଦେଖି, ମେରିଟ ଲିଷ୍ଟ ଦେଖି ସ୍କୁଲରୁ ଟିସି ଆନି ନଁା ଲେଖାବାକେ ପଲେଇ ଆସୁଛନ୍‌। ସ୍କୁଲରୁ କେହେନ୍‌ସି ପରକାର ଫୋନ୍‌ ନାଇଁଯାଇ, ତାକର ଝନେ ଲାଗେଲେସର ଇଠାନେ କାମ୍‌ କରୁଛନ୍‌। ସେ ଯଦି କହିଥିଲେ ମୁଇଁ ନାଇଁ କହିପାରେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri