ଲୋଇସିଂହା,୨୭।୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ଗଁାର ଛାତ୍ର ଦିବ୍ୟରଞ୍ଜନ ନାଗକଁର ଭବିଷତ ସଂଗେ ଆଦର୍ଶ ବିଦ୍ୟାଳୟ କତୁରପକ୍ଷ ଖେଲ୍ ଖେଲୁଥିବାର ଅଭିଯୋଗ ହେଇଛେ। ତାହାକୁ ଆଡମିଶନ ଲାଗି ଆଦର୍ଶ ବିଦ୍ୟାଳୟ ତରଫୁ ଦୁଇଦୁଇ ଥର ଡାକରା ହେଇଥିଲା। ସ୍କୁଲରୁ ଟିସି ନେଇ ଆଡମିଶନ ଲାଗି ଗଲେ ନାନା ବାହାନା କରି ତାହାକୁ ନିରାଶ କରି ଫିରେଇ ଦେଉଥିଲେ। ଇଥ୍ରେ ପୁଓ ଦିବ୍ୟରଞ୍ଜନ ମାନସିକ ଆଘାତ ପାଇଥିବାର ତାକର ବାପା ମଧୁ ନାଗ ଅଭିଯୋଗ କରିଛନ୍। ଦିବ୍ୟରଞ୍ଜନ ଗଁାର ପ୍ରାଥମିକ ବିଦ୍ୟାଲୟନେ ୬ଷ୍ଠ ଶ୍ରେଣୀରେ ପଢ଼ୁଛନ୍। ଚଲତି ବଛର ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଲାଗି ସେ ଆବେଦନ କରିଥିଲେ। ଗଲା ମାର୍ଚ୍ଚ ୨୪ ତାରିଖ ଆଦର୍ଶ ବିଦ୍ୟାଳୟରେ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ଦେଇଥିଲେ ଦିବ୍ୟରଞ୍ଜନ। ସେଥ୍ରେ ଦିବ୍ୟରଞ୍ଜନ ୨୦ ନମ୍ବର ରଖି ନଁ। ଲେଖାବାକେ ମନୋନୀତ ହେଇଥିବାର କଥା ଆଦର୍ଶ ବିଦ୍ୟାଳୟ କତୁରପକ୍ଷ ତାକର ବାପା ମଧୁ ନାଗକୁଁ ଫୋନକରି କହିଥିଲେ। ଇଥିରଲାଗି ମଧୁ ଗଲା ୧୯ ତାରିଖ ଥାନୀୟ ସ୍କୁଲରୁ ଟିସି ନେଇ ଆଦର୍ଶ ବିଦ୍ୟାଳୟରେ ପୁଓର ନଁ। ଲେଖାବାକେ ଯାଇଥିଲେ। ସେଦିନ ୨୩ ମାର୍କ ରଖିଥିବାର ଛାତ୍ରମାନକର ନଁ। ଲେଖାଯାଉଥିବାର କଥା କହିଥିଲେ ଦାୟିତିଅରେ ଥିବାର କରମଚାରୀ। ଯେନ୍ଥିରଲାଗି ବାପ୍ ପୁଓ ମୁହୁଁକାନ୍ ଶୁଖେଇ ନିରାଶ ହେଇ ଘରକେ ଫିରିଥିଲେ। ପଛେ ୨୨ ତାରିଖ ଗଁ। ସ୍କୁଲରେ ଫେନ୍ ଦିବ୍ୟରଞ୍ଜନର ନଁ। ଲେଖେଇଥିଲେ ତାକର ବାପା। ଗଁ। ସ୍କୁଲରେ ନଁ। ଲେଖାବାର ଘଁଟା କେତେଟା ଉତାରୁ ମଧୁକଁର ପାସକେ ଆଦର୍ଶ ବିଦ୍ୟାଳୟରୁ ଫେନ୍ଘାଏ ପୁଓର ନଁ। ଲେଖାବାକେ ଫୋନ୍ ଆସିଥିଲା। ମଧୁ ଗଁ। ସ୍କୁଲକେ ଯାଇ ସବୁ କଥା କହିଥିଲେ। ଗଁ। ର ସ୍କୁଲ କତୁରପକ୍ଷ ଆଦର୍ଶ ବିଦ୍ୟାଳୟ କତୁରପକ୍ଷକଁର ସଂଗେ କଥା ହେଇ ଫେନ୍ଘାଏ ଦିବ୍ୟରଞ୍ଜନର ଟିସି ଦେଇଥିଲେ। ସେଠାନ୍କେ ଆଡ଼ମିଶନ ଲାଗି ବାପ୍ ପୁଓ ପୁହୁଁଚିଲା ଉତାରୁ ଦାୟିତିଅରେ ଥିବାର କରମଚାରୀ ଝନକ ସବୁ ସିଟ ପୂରନ ହେଇଯାଇଥିବାର କହି ଫିରେଇ ଦେଇଥିଲେ। ମଧୁ ନାଗ ଅଭିଯୋଗ କରିଛନ୍ ଯେ, ଝନେ ଛାତ୍ରୀ ୧୬ ନମ୍ବର ରଖି ନଁା ଲେଖେଇଥିବାର ସେ ଖବର ପାଇଥିବାର କହିଛନ୍। ହେଲେ ଦିବ୍ୟରଞ୍ଜନ ୨୦ ନମ୍ବର ରଖି କାହିଁର ଲାଗି ନଁା ଲେଖେଇ ନାଇଁପାରଲା ବଲି ସେ ପ୍ରଶ୍ନ କରିଛନ୍। ଇ ବାବ୍ଦେ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସୁଶ୍ରୀ ସମନ୍ବିତା ଷଡ଼ଙ୍ଗୀ କହିଛନ୍ ଯେ, ଇଟା ପହେଲା ଘଟନା ନୁହେ। ଏନ୍ତା ୩ଟା ଘଟନା ସାମନାକେ ଆସିଛେ। ଅଭିଭାବକମାନେ ସିଲେକ୍ଟ ଲିଷ୍ଟ ନାଇଁଦେଖି, ମେରିଟ ଲିଷ୍ଟ ଦେଖି ସ୍କୁଲରୁ ଟିସି ଆନି ନଁା ଲେଖାବାକେ ପଲେଇ ଆସୁଛନ୍। ସ୍କୁଲରୁ କେହେନ୍ସି ପରକାର ଫୋନ୍ ନାଇଁଯାଇ, ତାକର ଝନେ ଲାଗେଲେସର ଇଠାନେ କାମ୍ କରୁଛନ୍। ସେ ଯଦି କହିଥିଲେ ମୁଇଁ ନାଇଁ କହିପାରେ ବଲି ସେ କହିଥିଲେ।