ଗଞ୍ଜାମ ବ୍ଲକ କୁ ମୁସଲମାନ ପଶିଆସିଥିବା ଆଶଙ୍କା:ସୂଚନା ପାଇଲେ ପ୍ରଶାସନ କୁ ଜଣାଇବା ପାଇଁ ଅନୁରୋଧ

ଗଞ୍ଜାମ ୪ ।୪(ଡିଏନଏ )ଗତ କାଲି ଅର୍ଥାତ ଶୁକ୍ରବାର ବିଳମ୍ବିତ ରାତିରେ କିଛି ମୁସଲମାନ ସମ୍ପ୍ରଦାୟ ବ୍ୟକ୍ତି ଗଞ୍ଜାମ ବ୍ଲକ ଅଂଚଳ କୁ ପଶିଆସିଥିବା ପ୍ରଶାସନ ଅନୁମାନ କରିଛି l ଏଥିପାଇଁ ତହସିଲଦାର ଅବନୀ କୁମାର ସାହୁ ସରପଞ୍ଚ, ଅଙ୍ଗନବାଡ଼ି କର୍ମୀ ଓ ଜନ ସାଧାରଣ ଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି l ଏହି ମୁସଲମାନ ମାନେ ତାଙ୍କ ସମ୍ପର୍କକିୟ ମାନଙ୍କ ଘରେ ଥିବା ଅନୁମାନ କରୁଛି ପ୍ରଶାସନ l ତେଣୁ ଭୟ ନ କରି ପ୍ରଶାସନ କୁ ସହଯୋଗ କରିବାକୁ ପତ୍ର ମାଧ୍ୟମରେ ନେବେଦନ କରିଯାଇଛି l ଏଥିସହିତ କୌଣସି ବ୍ୟକ୍ତି ସନ୍ଧାନ ପାଇଲେ ପ୍ରଶାସନ କୁ ଜଣାନ୍ତୁ ବୋଲି ଉଲେଖ ରହିଛି l

Share