Categories: ଜାତୀୟ

ଗଣ ମାଧ୍ୟମକୁ ଶୁଭେଚ୍ଛା ଜଣାଇଲେ ହିରାବେନ୍‌ ମୋଦି

ଗାନ୍ଧିନଗର,୨୩।୫: ଗୋଟିଏ ପଟେ ଭାଜପା ପ୍ରାୟ ୨୯୫ ଆସନରେ ଆଗୁଆ ଥିବା ବେଳେ ବିଭିନ୍ନ ସ୍ଥାନରେ ଭାଜପା ପକ୍ଷରୁ ଉତ୍ସବ ପାଳନ ଆରମ୍ଭ ହୋଇଯାଇଛି। ଏତିକି ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ମା’ ହିରାବେନ୍‌ ମୋଦି ଗୁଜରାଟର ଗାନ୍ଧିନଗରରେ ଥିବା ବାସଗୃହ ବାହାରକୁ ଆସି ଗଣମାଧ୍ୟମକୁ ଶୁଭେଚ୍ଛା ଜଣାଇଛନ୍ତି।

Share