Categories: ଜାତୀୟ

ଗରିବଙ୍କ ପାଇଁ ୨ ଲକ୍ଷ ବାସଗୃହ ନିର୍ମାଣ କରିବେ କର୍ନାଟକ ସରକାର

ବେଙ୍ଗାଲୁରୁ, ୨।୮: ପୁଣି ଥରେ ସରକାରକୁ ଫେରିବା ପରେ ଗରିବଙ୍କ ପାଇଁ ୨ ଲକ୍ଷ ବାସଗୃହ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି। ୨୦୨୨ ଭିତରେ ସମସତ୍କୁ ଘର ଯୋଗଦିଆଯିବ। ଏଥିପାଇଁ ବେଙ୍ଗାଲୁରୁରେ ୧୦୦୦ ଏକ ଜମି ଚିହ୍ନଟ କରାଯାଇଛି ବୋଲି ସେ କହିଛନ୍ତି। ୧୦-୧୨ ମହଲା ବିଶିଷ୍ଟ ଘର ନିର୍ମାଣ କରାଯିବ। ଏଥିରେ ଲିଫ୍ଟ ସୁବିଧା ମଧ୍ୟ ଉପଲବ୍ଧ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Share