ଗାନ୍ଧିଜୀଙ୍କ ବିଚାରଧାରା ଆବଶ୍ୟକ

ଜାତିସଂଘ୨୯ା୨(ପି.ଟି.):ଦିଲ୍ଲୀ ଦଙ୍ଗା ଘଟଣାରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଦୁଃଖ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ବାସ୍ତବ ସାମ୍ପ୍ରଦାୟିକ ସଦ୍ଭାବ ଫେରାଇ ଆଣିବାରେ ମହାତ୍ମା ଗାନ୍ଧୀଙ୍କ ବିଚାରଧାରାର ଅଧିକ ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି। ହିଂସାରୁ ଦୂରେଇ ରହିବା ଲାଗି ସର୍ବାଧିକ ଧୈର୍ଯ୍ୟ ରଖିବା ଲାଗି ଗୁଟେରେସ୍‌ ଦିଲ୍ଲୀବାସୀଙ୍କୁ ଆହ୍ବାନ ଦେଇଛନ୍ତି।

Share