Categories: ଜାତୀୟ

ଗାନ୍ଧୀନଗରରେ ଅମିତ ଶାହ ଆଗୁଆ

ନୂଆଦିଲ୍ଲୀ,୨୩।୫: ଗାନ୍ଧୀନଗର ଲୋକ ସଭା ଆସନରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଗୁଆ ରହିଛନ୍ତି। ସକାଳ ୯ଟା ୪୫ ସୁଦ୍ଧା ଅମିତ ୬୫ ହଜାର ଭୋଟରେ ଆଗୁଆଥିବା କୁହାଯାଉଛି। ସୂଚନାଯୋଗ୍ୟ, ଲାଲକୃଷ୍ଣ ଆଡଓ୍ବାଣୀଙ୍କ ଏହି ଲୋକ ସଭା ଆସନରୁ ଅମିତ ନିର୍ବାଚନ ଲଢୁଛନ୍ତି।

Share