Categories: ଖେଳ

ଗାଭାସ୍କରଙ୍କ ସମେତ ମହାନ୍‌ କ୍ରିକେଟରଙ୍କ ଟୋପି ହେବ ନିଲାମ

ମହାନ କ୍ରିକେଟରଙ୍କ ଟୋପି ନିଲାମ କରାଯିବ ବୋଲି ଜଣାପଡିଛି। ଭାରତର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର, ଶ୍ରୀଲଙ୍କାର ହସନ ତିଳକରତ୍ନେ, ପାକିସ୍ତାନର ଜାଭେଦ୍‌ ମିଆଁଦାଦ୍‌ ଏବଂ ଇନ୍ତିଖାବ୍‌ ଆଲମ ଟୋପି ନିଲାମ କରାଯିବ ବୋଲି ନିଲାମକର୍ତ୍ତା ଚାଲର୍‌ସ ଲେକ୍ସି କହିଛନ୍ତି। ଓ୍ବାଲର୍‌ଡ ସିରିଜ୍‌ ଖେଳିବାବେଳେ ଜାଭେଦଙ୍କ ଶର୍ଟ ଏବଂ ଟ୍ରାଉଜର୍‌ ନିଲାମ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Share