Categories: ବାଣିଜ୍ୟ

ଗୁପ୍ତା ଡିଷ୍ଟ୍ରବ୍ୟୁଟର୍ସରେ ଓ୍ବାନ ପ୍ଲସ ମୋବାଇଲର ବିକ୍ରି ଆରମ୍ଭ

ଭୁବନେଶ୍ୱର,୨୬-୧୧: ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ଓ୍ବାନପ୍ଲସ ମୋବାଇଲର ବିକ୍ରି ଆରମ୍ଭ ହୋଇଛି। ଅନଲାଇନର ପ୍ରଡକ୍ଟ ଏବଂ ପ୍ରାଇସ ଅଫଲାଇନରେ ଉପଲବ୍ଧ କରାଇଥିବା ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରାହକଙ୍କ ଚାହିଦାକୁ ଗୁରୁତ୍ୱ ଦେଇ ଏଭଳି ବିଭିନ୍ନ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଦ୍ୱାରା ଓ୍ବାନପ୍ଲସର ସମସ୍ତ ମଡେଲ ଏବଂ ଭାରିଆଣ୍ଟ ଗୁପ୍ତା ଷ୍ଟୋରରେ ଉପଲବ୍ଧ ହେବ। ଏହି ସମୟରେ ଗ୍ରାହକ ଫାଇନାନ୍ସ କମ୍ପାନୀଙ୍କ ଦ୍ୱାରା ଆକର୍ଷଣୀୟ ଏବଂ ସହଜ ଫାଇନାନ୍ସ ସୁବିଧା ଲାଭ କରିପାରିବେ। ଗୁପ୍ତାର ଅତିିରିକ୍ତ ଓ୍ବାରେଣ୍ଟି ସୁବିଧା ପ୍ରଦାନ କରାଯାଉଥିବା ସୂଚନା ରହିଛି।

Share