Categories: ଜାତୀୟ

ଗୁରୁବାର ଭାଜପାରେ ସାମିଲ୍‌ ହେବେ ୧୭ ଅଯୋଗ୍ୟ ଘୋଷିତ ବିଧାୟକ

ବେଙ୍ଗାଲୁରୁ,୧୩।୧୧: ଗୁରୁବାର ଭାଜପାରେ କର୍ନାଟକ ବିଧାନସଭାର ଅଯୋଗ୍ୟ ଘୋଷିତ ୧୭ ବିଧାୟକ ସାମିଲ୍‌ ହେବେ। ସେମାନେ ଡିସେମ୍ବର ୫ରେ ହେବାକୁଥିବା ଉପନିର୍ବାଚନରେ ଲଢ଼ିପାରିବା ନେଇ ବୁଧବାର ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ବିଧାୟକମାନେ ଭାଜପାରେ ସାମିଲ୍‌ ହେବାକୁ ଯୋଜନା କରିଛନ୍ତି। ସେମାନଙ୍କ ମଧ୍ୟରେ ୧୪ କଂଗ୍ରେସ ଏବଂ ୩ ଜେଡିଏସ୍‌ ବିଧାୟକ ରହିଛନ୍ତି।

Share