ଶପିଂକୁ ଯିବା ପୂର୍ବରୁ ଆପଣଙ୍କ ଗ୍ରୋସରିର ଲିଷ୍ଟ୍ ମୋବାଇଲରେ ସେଭ୍ କରନ୍ତୁ। ଏପରି କଲେ ଆପଣ କୌଣସି ଦୋକାନକୁ ଯାଇ ସାମଗ୍ରୀ ଆଣିବାକୁ ଭୁଲିବେ ନାହିଁ।
ଡଷ୍ଟବିନ୍ର ତଳଭାଗରେ ପୁରୁଣା ଖବରକାଗଜ ପକାନ୍ତୁ। ଏହାଦ୍ୱାରା କୌଣସି ଲିକ୍ୱିଡ୍ ବା ଅପରିଷ୍କାର ଡଷ୍ଟବିନ୍ରେ ଲାଗି ରହିବ ନାହିଁ।
ଟବ୍ ଏବଂ ବେସିନ୍କୁ ସଫା କରିବାକୁ ହେଲେ ଏଥିରେ ବାଥ୍ରୁମ୍ କ୍ଲିନର ପକାଇ ୧୦ ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ। ପରେ ସଫା କରନ୍ତୁ।