ଗୋଟିଏ ଦିନରେ ୧, ୪୧.୦୦୦ଜରିମାନା ଆଦାୟ

ଭଦ୍ରକ ଅଫିସ,୧୪।୪: ଜିଲାରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ଆଇନ ଉଲ୍ଲଂଘନକାରୀଙ୍କ ଉପରେ ପୋଲିସ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସୋମବାର ସକାଳୁ ସନ୍ଧ୍ୟା ଭିତରେ ଜିଲାର ବିଭିନ୍ନ ଥାନା ପୋଲିସ ସମୁଦାୟ ୧,୪୧.୦୦୦ଟଙ୍କା ଜରିମାନା ଆଦାୟ କରିଛି। ମୋଟ ୧୨୦ଟି ବାଇକରୁ ଏହି ଜରିମାନା ସଂଗ୍ରହ କରାଯାଇଥିବା ଜଣାପଡ଼ିଛି।

Share