ଗୋପାଳପୁର ବିଧାନସଭାରେ ବିଜେଡି ଆଗୁଆ

ବ୍ରହ୍ମପୁର ଅଫିସ,୨୩ା୫ : ପ୍ରଥମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରଦୀପ କୁମାର ପାଣିଗ୍ରାହୀ ଆଗୁଆ ଅଛନ୍ତି। ପ୍ରଦୀପଙ୍କୁ ୨୩୮୩ ଖଣ୍ଡ ଭୋଟ ମିିଳିଥିବାବେଳେ ଭାଜପାର ବିଭୂତି ଭୂଷଣ ଜେନାଙ୍କୁ ୧୭୬୨ ଖଣ୍ଡ ଭୋଟ ମିଳିଛ। କଂଗ୍ରେସର ଧର୍ମରାଜଙ୍କୁ ମାତ୍ର ୧୮୮ଟି ଭୋଟ ମିଳିଛି।

Share