ଗ୍ରାହକ ସେବାକେନ୍ଦ୍ରରୁ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଗାଏବ, ବ୍ୟାଙ୍କ ଘେରାଉ

ନୂଆପଡ଼ା,୧୫।୭(ଡି.ଏନ୍‌.ଏ.): ନୂଆପଡ଼ା ଜିଲା କୋମନା ବ୍ଲକ କୁରୁମପୁରୀ ଗ୍ରାହକ ସେବା କେନ୍ଦ୍ର(ଏସ୍‌ବିଆଇ)ରେ ଗ୍ରାହକମାନଙ୍କ ଆକାଉଣ୍ଟରୁ ପରିଚାଳକ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। ତେବେ ଟଙ୍କା ତୁରନ୍ତ ଫେରସ୍ତ କରିବାକୁ ଗ୍ରାହକମାନେ ସୋମବାର ଦାବି କରିବା ସହ ନୂଆପଡ଼ାସ୍ଥିତ ବ୍ୟାଙ୍କର ମୁଖ୍ୟଶାଖାକୁ ଘେରାଉ କରିଛନ୍ତି।

Share