ଘରେ ମଶା ନହେବା ପାଇଁ ଆପଣାନ୍ତୁ ଏହି ଉପାୟ…

ଘର ପାଖରେ ସନ୍ତସନ୍ତିଆ ହେଲେ ମଶା ହୋଇଥାନ୍ତି। ତେବେ ମଶା ସମସ୍ୟାରୁ ଦୂରେଇ ରହିବା ପାଇଁ ଘର ପାଖରେ ଗେଣ୍ଡୁ ଫୁଲ ଲଗାଇଲେ ଭଲ। ଏହାର ବାସ୍ନାରେ ମଶା ଦୂରେଇ ଯିବେ। ସେହିପରି ତୁଳସୀ ବାସ୍ନା ମଧ୍ୟ ମଶାଙ୍କ ଲାଗି ଅସହ୍ୟ ହୋଇଥାଏ। ତେଣୁ ଘର ପାଖରେ ତୁଳସୀ ଗଛ ଲଗାଇଲେ ମଶା ଆଉ ଆସି ନ ଥାନ୍ତି। ଘରେ ପ୍ରତିଦିନ ନିମ୍ବ ପତ୍ର ଧୁଆଁ ଦେଲେ ମଧ୍ୟ ମଶା ଦୂରେଇ ଯାଇଥାନ୍ତି।

Share