Categories: ଜାତୀୟ

ଘର ଖାଲି କରିବାକୁ ଚନ୍ଦ୍ରାବାବୁଙ୍କୁ ନୋଟିସ

ହାଇଦ୍ରାବାଦ ୨୨ା୯ : ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଟିଡିପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡ଼ୁଙ୍କୁ ଅମରାବତୀସ୍ଥିତ ଭଡ଼ା ଘର ୭ ଦିନ ମଧ୍ୟରେ ଭାଙ୍ଗି ଖାଲି କରିବାକୁ ନୋଟିସ ଦିଆଯାଇଛି। ବେଆଇନ ନିର୍ମାଣକୁ ୭ ଦିନ ମଧ୍ୟରେ ଭାଙ୍ଗିବା ଲାଗି ଘର ମାଲିକ ଲିଙ୍ଗାମାନେନି ରମେଶଙ୍କ ବିରୋଧରେ ଗତ ୧୯ ତାରିଖରେ ନୋଟିସ ଜାରି କରାଯାଇଥିଲା।

Share