Advertisement
Categories: ଜାତୀୟ

ଘୁଞ୍ଚିଲା ପ୍ରିୟଙ୍କାଙ୍କ ଭାଇ ବାହାଘର

ମୁମ୍ବାଇ,୩୦।୪: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଜୋନସଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରାଙ୍କ ବିବାହ ତାରିଖ ଘୁଞ୍ଚି ଯାଇଛି। ଚଳିତ ସପ୍ତାହରେ ଏହା ହେବାକୁ ଥିବା ବେଳେ ଏବେ କିନ୍ତୁ ଆଉ ଏକ ଶୁଭ ମହୁରତ ଖୋଜୁଛନ୍ତି ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା। କାରଣ ପ୍ରିୟଙ୍କାଙ୍କ ଭାଉଜ ତଥା ସିଦ୍ଧାର୍ଥଙ୍କ ପ୍ରେମିକା ଇସିତା କୁମାରଙ୍କର ଏକ ଜରୁରୀ ସର୍ଜରୀ କରିବାକୁ ପଡିବାରୁ ଏହି ବିବାହ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share