Advertisement

ଚମ୍ପୁଆରେ ଫୁଟିଲା ବ୍ରହ୍ମକମଳ

ଚମ୍ପୁଆ, ୧୬।୭(ଡି.ଏନ.ଏ)-ଚମ୍ପୁଆ ଏନଏସି ଅନ୍ତର୍ଗତ ୬ନଂ ୱାର୍ଡର ଡାକ୍ତର ଭବାନୀ ଶଙ୍କର ମହାନ୍ତଙ୍କ ବାଡିରେ ବ୍ରହ୍ମ କମଳ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି। ୬ନଂ ପିଏଚଡି କଲୋନୀରେ ରହି ଆସୁଥିବା ଭବାନୀ ଶଙ୍କର ମହାନ୍ତଙ୍କ ବାଡିରେ ଏହି ଦୁର୍ଲଭ ଫୁଲ ଫୁଟିଛି। ଦୀର୍ଘ ଦିନ ହେବ ଏକ କୁଣ୍ଡରେ ଲଗାଯାଇଥିବା ଏହି ଫୁଲକୁ ଦେଖିବା ପାଇଁ ତାଙ୍କ ଘରେ ବହୁ ଲୋକଙ୍କ ଭିଡ଼ ଜମିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel