Categories: ଜାତୀୟ

ଚରଣ ସ୍ପର୍ଶ କରିବାକୁ ଆସୁଥିବା ମହିଳାଙ୍କ ସମ୍ମାନରେ ନିଜେ ନଇଁ ପଡ଼ିଲେ ମୋଦି

ବେଙ୍ଗାଲୁରୁ,୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଗସ୍ତରେ କର୍ନାଟକ ଯାଇଛନ୍ତି। ଏହି ଅବସରରେ ସ୍ଥାନୀୟ ତୁମାକୁର୍‌ରେ ସାଧାରଣ ସଭାରେ ମଞ୍ଚ ଉପରେ ଜଣେ ମହିଳା ପ୍ରଧାନମନ୍ତ୍ରୀଙ୍କ ଚରଣ ସ୍ପର୍ଶ ପାଇଁ ଆଗେଇ ଆସିଥିଲେ। ତେବେ ମୋଦି ତାଙ୍କୁ ଅଟକାଇ ତାଙ୍କ ସମ୍ମାନରେ ଚରଣ ସ୍ପର୍ଶ ଲାଗି ନଇଁ ପଡ଼ିଥିଲେ। ଏହା ଦେଖି ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ ଏହାର ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share