Advertisement

ଚାଷୀମାନଙ୍କ ପକ୍ଷରୁ ସିଏସ୍‌ ଅଫିସ ଘେରାଉ

ଜୟପୁର,୨୪।୮(ଡି.ଏନ୍‌.ଏ.): ଏସ୍‌ଏଚ୍‌ଜି ପକ୍ଷରୁ ଖରିଫ ଧାନ କ୍ରୟ ନିଷ୍ପତ୍ତିକୁ ବିରୋଧ କରି ଜୟପୁର ବ୍ଲକ ଜାମୁଣ୍ଡ ପଞ୍ଚାୟତର ଚାଷୀମାନେ ଶନିବାର ଜିଲା ଯୋଗାଣ (ସିଏସ୍‌) ଅଫିସ ଘେରାଉ କରିଛନ୍ତି। ଆସନ୍ତା ଖରିଫ ଧାନ ମଣ୍ଡିରୁ ଲ୍ୟାମ୍ପ ବଦଳିରେ ମହିଳା ଏସ୍‌ଏଚ୍‌ଜି ଦ୍ୱାରା କ୍ରୟ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମାତ୍ର ଏହାକୁ ବିରୋଧ କରି ଚାଷୀମାନେ ସିଏସ୍‌ ଅଫିସ ଘେରାଉ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share