Categories: ଫୁରସତ

ଚା’ ବିକି ମାସକୁ ୧୨ ଲକ୍ଷ ଆୟ କରୁଥିବା ବ୍ୟକ୍ତି

ଚା’ ବାଲାକୁ ନେଇ  ଅନେକ କଥା ଶୁଣିଛୁ। ତେବେ ଏମିତି ଆଉ ଏକ କଥା ଏବେ ସମ୍ମୁଖକୁ ଆସିଛି, ଯାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟରେ ପଡ଼ିିଯିବେ। ପୁନେର ଏମିତି ଜଣେ ଚା’ ବାଲା ଅଛନ୍ତି ଯାହାଙ୍କ ମାସିକ ଆୟ ୧୨ ଲକ୍ଷ ଟଙ୍କା। ସେ ହେଲେ ନବନାଥ ୟଓ୍ବେଲେ। ନବନାଥଙ୍କର ‘ୟଓ୍ବେଲେ ଟି ଷ୍ଟଲ’ ନାମକ ଏକ ଚା’ ଦୋକାନ ରହିଛି। ଯାହିକି ଖୁବ୍‌ ଲୋକପ୍ରିୟ।  ୟଓ୍ବେଲେ ଏତେ ଟଙ୍କା ଆୟ କରି ବଡ଼ ବଡ଼ ବ୍ୟବସାୟୀଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।

Share