ଛୂୁଟି କଟାଉଛନ୍ତି ସୁସ୍ମିତା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ସୁସ୍ମିତା ସେନ୍‌ ଏବେ ବିଦେଶରେ ଛୁଟି କଟାଉଥିବା ଜଣାପଡିଛି। ମାଲଦ୍ୱୀପରେ ସେ ତାଙ୍କ ପୁରୁଷ ବନ୍ଧୁ ରୋହମନ ଶଲଙ୍କ ସହ ହାପି ମୁଡ୍‌ରେ ଥିବା ଦେଖିବାକୁ ମିଳିଛି। ଅସଲ କଥା ହେଲା ବଲିଉଡ୍‌ର ଏହି ସିଙ୍ଗଲ ମଦର ଏବେ ମାଲଦ୍ୱୀପରେ ଅଛନ୍ତି। ଆଜି ପର୍ଯ୍ୟନ୍ତ ବିବାହ କରି ନ ଥିବା ସୁସ୍ମିତା ତାଙ୍କ ପୁରୁଷବନ୍ଧୁ ରୋହମନଙ୍କ ସହ ରିଲେସନଶିପରେ ଥିବା ବେଳେ ଉଭୟ ବିବାହ କରିବେ ବୋଲି ଶୁଣିବାକୁ ମିଳିଥିଲା। ହେଲେ ଏପର୍ଯ୍ୟନ୍ତ ସେ ବିବାହ କରି ନାହାଁନ୍ତି ସତ କିନ୍ତୁ ଉଭୟ ଜୀବନରେ ପ୍ରତିଟି ମୁହୂର୍ତ୍ତକୁ ଯେମିତି ଉପଭୋଗ କରି ଚାଲିଛନ୍ତି।

Share