ଛେଣ୍ଡିପଦାରେ ଅଗସ୍ତି ବେହେରା ୪୩୯୫ ଭୋଟରେ ଆଗରେ

ଛେଣ୍ଡିପଦା, ୨୩ା୫(ସ୍ବ.ପ୍ର.)- ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ଅଗସ୍ତି ବେହେରା ୧୨ମ ରାଉଣ୍ଡ ସୁଦ୍ଧା ବିଜେଡିର ସୁଶାନ୍ତ କୁମାର ବେହେରାଙ୍କଠାରୁ ୪୩୯୫ ଭୋଟରେ ଆଗରେ ଅଛନ୍ତି। ସୁଶାନ୍ତ ମୋଟ୍‌ ୨୮୩୭୬ ଖଣ୍ଡ ଭୋଟ ପାଇଥିବା ବେଳ ଭାଜପାର ଅଗସ୍ତି ବେହେରା ୩୨୭୭୧ ଖଣ୍ଡ ଭୋଟ ପାଇଛନ୍ତି।