ଛେଣ୍ଡିପଦାରେ ସୁଶାନ୍ତ ବିଜୟୀ

ଛେଣ୍ଡିପଦା, ୨୩ା୫(ସ୍ବ.ପ୍ର.)- ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା ବିଜୟୀ ହୋଇଛନ୍ତି। ପ୍ରାୟ ୫ ହଜାରରୁ ଅଧିକ ଭୋଟରେ ସେ ଭାଜପା ପ୍ରାର୍ଥୀ ଅଗସ୍ତୀ ବେହେରାଙ୍କୁ ପରାସ୍ତ କରିଛନ୍ତି।