ଛେଣ୍ଡିପଦାରେ ସୁଶାନ୍ତ ୬୬୮୧ ଭୋଟରେ ଆଗରେ

ଛେଣ୍ଡିପଦା, ୨୩ା୫(ସ୍ବ.ପ୍ର.)- ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ସୁଶାନ୍ତ କୁମାର ବେହେରା ୨୫ ରାଉଣ୍ଡ ଶେଷ ସୁଦ୍ଧା ୬୬୮୧ ଭୋଟରେ ଭାଜପା ପ୍ରର୍ଥୀ ଅଗସ୍ତି ବେହେରାଙ୍କଠାରୁ ଆଗରେ ରହିଛନ୍ତି। ସୁଶାନ୍ତ ମୋଟ୍‌ ୬୪୧୦୫ ଖଣ୍ଡ ଭୋଟ ପାଇଥିବା ବେଳେ ଅଗସ୍ତି ୫୭୪୨୪ ଓ କଂଗ୍ରେସର ସସ୍ମିତା ବେହେରା ୧୩୭୨୯ ଖଣ୍ଡ ଭୋଟ ପାଇଛନ୍ତି।