ଜନତା କର୍ଫ୍ୟୁକୁ ସମ୍ମାନ ଦେଲେ ବାଲେଶ୍ୱର ସହରବାସୀ

ବାଲେଶ୍ୱର ଅଫିସ,୨୨।୩: କରୋନା ଭୂତାଣୁ୍ର ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ରବିବାର ପାଳିତ ହେଉଥିବା ଜନତା କର୍ଫ୍ୟୁକୁ ସହରବାସୀଙ୍କ ସମର୍ଥନ କରିଛନ୍ତି। ଅଞ୍ଚଳରେ ସମସ୍ତ ଦୋକାନ ବଜାରଠାରୁ ଆରମ୍ଭ କରି ଗମନାଗମନ ଠପ୍‌ ହୋଇଯାଇଛି। ଲୋକମାନେ ଘର ବାହାରକୁ ବାହାରୁ ନ ଥିବା ଦେଖିବାକୁ ମିଳିଛି ।