Categories: Video

ଜନତା କର୍ଫ୍ୟୁ-ରାଜଧାନୀ ଶୂନଶାନ୍ | Bhubaneswar comes to a halt amid ‘Janata Curfew’

ସବୁଠି ଆତଙ୍କ ଖେଳାଇଛି କରୋନା ଭାଇରସ୍ । ସାରାଦେଶରେ ବର୍ତମାନ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଶହରୁ ଅଧିକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଦୃଷ୍ଟିରେ ରଖି ୨୨ତାରିଖରେ ଜନତା କର୍ଫ୍ୟୁ ପାଳନ କରାଯାଇଛି । ଭୁବନେଶ୍ୱରରେ ମାଷ୍ଟରକ୍ୟାଣ୍ଟିନ୍, ରସୁଲଗଡ, ରାଜମହଲ, ବାଣୀବିହାର ଆଦି ଜନଗହଳିପୂର୍ଣ୍ଣ ସ୍ଥାନରେ କିଭଳି ରହିଥିଲା ଏହାର ପ୍ରଭାବ ଜାଣିବାକୁ ପ୍ରୟାସ କରିଥିଲୁ । ଦେଖନ୍ତୁ କର୍ଫ୍ୟୁକୁ ନେଇ କଣ କହୁଛନ୍ତି ସାଧାରଣ ଜନତା ।

Coronavirus continues to wreak havoc in the country with more than 300 tested positive and six lives lost to it. An unprecedented shutdown, meanwhile, commenced across the country Sunday on Prime Minister Narendra Modi’s appeal for a ‘Janata curfew’ to help check the spread of the virus. Here is how it impacted the denizens.