Categories: ଜାତୀୟ

ଜମ୍ମୁ-କଶ୍ମୀରର ସ୍ଥିତି ଅନୁଧ୍ୟାନ: ପହଞ୍ଚିଲେ ୨୫ ଜଣିଆ ବିଦେଶୀ ପ୍ରତିନିଧି ଦଳ

ଶ୍ରୀନଗର,୧୨।୨: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରର ସ୍ଥିତି ଅନୁଧ୍ୟାନ ପାଇଁ ଦ୍ୱିତୀୟ ଥର ଲାଗି ଏକ ୨୫ ଜଣିଆ ପ୍ରତିନିଧି ଦଳ ଶ୍ରୀନଗରରେ ପହଞ୍ଚିଛନ୍ତି। ଦଳରେ ଜର୍ମାନୀ, କାନାଡ଼ା, ଫ୍ରାନ୍ସ୍‌, ନ୍ୟୁଜିଲାଣ୍ଡ, ମେକ୍ସିକୋ, ଇଟାଲୀ, ଆଫଗାନିସ୍ତାନ, ଅଷ୍ଟ୍ରିଆ, ଉଜବେକିସ୍ତାନ, ପୋଲାଣ୍ଡ ଏବଂ ୟୁରୋପୀୟ ରାଷ୍ଟ୍ର ସମୁହର ପ୍ରତିନିଧି ରହିଛନ୍ତି।

Share