ଅନେକ ଦିନ ହେବ ନିରବ ରହିଥିବା କୃଷ୍ଣକାୟ ଏବଂ ଶ୍ବେତାଙ୍ଗ ପ୍ରସଙ୍ଗ ପୁଣିଥରେ ଉଠିଛି ଆମେରିକାରେ । ନିକଟରେ କୃଷ୍ଣକାୟ ଆମେରିକୀୟ ଜର୍ଜ ପ୍ଲୋୟଡଙ୍କୁ ଜଣେ ପୋଲିସ ଅଧିକାରୀ ଆଣ୍ଠୁରେ ଚାପି ରଖି ମାରିଦେବା ପରେ ଦେଶରେ ବର୍ଣ୍ଣବୈଷମ୍ୟ ବିରୋଧୀ ପ୍ରଦର୍ଶନ ତୀବ୍ର ହେବାରେ ଲାଗିଛି ।