Advertisement

ଜାଣନ୍ତୁ କାହିଁକି ଦିଏ ହାକୁଟି

ସାଧାରଣତଃ ଖାଇବା ପରେ ପ୍ରାୟ ଲୋକଙ୍କୁ ହାକୁଟି ଦେଇଥାଏ। ଆଉ ଏହା ଏକ ସାଧାରଣ ସମସ୍ୟା ହୋଇଥାଏ। ଅନେକ ସମୟରେ ଚିନ୍ତା କରିବା ଫଳରେ ହାକୁଟି ଦେଇଥାଏ।ମାତ୍ର ଦିନ ସାରା ଯଦି ଏହି ପ୍ରକ୍ରିୟା ଲାଗି ରହେ ତେବେ ଏହା ଅନେକ ଅନେକ ରୋଗର ସଙ୍କେତ ଦେଇଥାଏ।ତେବେ ଅଚାନକ ଓଜନ୍‌ କମ୍‌ ହେବା ସହ ହାକୁଟି
ମାରିବା ଫଳରେ କ୍ୟାନ୍‌ସର ଆଶଙ୍କା ଦେଖାଯାଇଥାଏ । ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ପାଚନ ତନ୍ତ୍ର ଠିକ୍‌ ଭାବେ କାର୍ଯ୍ୟ ନ କରିବା। ତେବେ ଜାଣନ୍ତୁ କେଉଁ ସବୁ କାରଣ ପାଇଁ ହାକୁଟି ଦେଇଥାଏ। ତେବେ ଅଚାନକ ଓଜନ୍‌ କମ୍‌ ହେବା ସହ ହାକୁଟି
ମାରିବା ଫଳରେ କ୍ୟାନ୍‌ସର ଆଶଙ୍କା ଦେଖାଯାଇଥାଏ ।

-ପାଟି ବଡ଼ କରି ଖାଉଥିବା ବ୍ୟକ୍ତି ଖାଦ୍ୟକୁ ଭଲଭାବେ ନ ଚୋବାଇ ଖାଇବା ଫଳରେ ପେଟରେ ପେଟରେ ପବନ ପଶିଥାଏ ଯେଉଁଥିପାଇଁ ହାକୁଟି ଦେଇଥାଏ । ଏହାକୁ ‘ଏରୋଫେଜିଆ’ କୁହାଯାଏ।

-ଅନେକ ସମସୟରେ ଗ୍ୟାସ ହେବା କାରଣରୁ ମଧ୍ୟ ଏହି ସମସ୍ୟା ଦେଖାଯାଇଥାଏ।

-ଅନେକ ସମୟରେ ଚିନ୍ତା କରିବା ଫଳରେ ହାକୁଟି ଦେଇଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share