Categories: Video

ଜାଣନ୍ତୁ କେବେ ବାହାରିବ ସିବିଏସଇ ରେଜଲ୍ଟ

ଜୁଲାଇ ୧୫ ସୁଦ୍ଧା ବାହାରିବ ସିବିଏସଇ ଓ ଆଇସିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବାକୁ ଥିବା ପରୀକ୍ଷା ବାତିଲ ନେଇ ସୁପ୍ରିମକୋର୍ଟଙ୍କୁ ଗତକାଲି ଜଣାଇଥିଲେ ସଲିସିଟର ଜେନେରାଲ । ନୂଆ ମୂଲ୍ୟାୟନ ବ୍ୟବହାର କରି ସିବିଏସଇ ଏବଂ ଆଇସିଏସଇ ରେଜଲ୍ଟ ଘୋଷଣା କରିବ ବୋଲି ସୁପ୍ରିମକୋର୍ଟ ଆଜି ଶୁଣାଣି କରି କହିଛନ୍ତି ।