Categories: ଖେଳ

ଜାତୀୟ ଜୁନିୟର ଖୋଖୋ ପାଇଁ ଓଡ଼ିଶା ଦଳ ମନୋନୀତ

ଭୁବନେଶ୍ୱର, ୧୮।୧୦(କ୍ରୀଡ଼ା ପ୍ରତିନିଧି)- ଗୁଜରାଟର ସୁରଟଠାରେ ଜାତୀୟ ଜୁନିୟର ଖୋଖୋର ୩୯ତମ ସଂସ୍କରଣଚଳିତମାସ ୧୯ରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବାପାଇଁ ମନୋନୀତ ଓଡ଼ିଶା ଦଳ ଗୁରୁବାର ସୁରଟ ଯାତ୍ରା କରିଛି।
ବାଳିକା ଦଳ: ପୁଷ୍ପା ମାରାଣ୍ଡି, ସବ୍‌ନମ୍‌ ଖାତୁନ, ଆଶା ମାରାଣ୍ଡି, ପ୍ରତିମା ଦେ, ରୂପାଲି ପ୍ରଧାନ, ଅନନ୍ୟା ପ୍ରଧାନ, ଶିବାନୀ ଗମାଙ୍ଗୋ, ଶୁଭଶ୍ରୀ ସିଂ, ରଞ୍ଜିତା ବାରିକ, ଅର୍ଚ୍ଚନା ମାଝି, କାଦମ୍ବିନୀ ମାଝି, ମୋନିକା ନାୟକ। କୋଚ୍‌: ମଳୟ ରଞ୍ଜନ ବେହେରା, ମ୍ୟାନେଜର: କୁନ୍‌ମୁନ୍‌ ବେହେରା।
ବାଳକ ଦଳ: ଦିବ୍ୟରଞ୍ଜନ ସିଂ, ଦୀପକ ସିଂ, ସଞ୍ଜୟ ମଣ୍ଡଳ, ବଳଭଦ୍ର ମୁର୍ମୁ, ଅର୍ଜୁନ ସିଂ, କରନ ମାରାଣ୍ଡି, ଜଗନ୍ନାଥ ମାଝି, ସଞ୍ଜିତ ଚାଟମ୍ବା, ପୃଥ୍ବୀରାଜ ବାରିକ, ପି. ଦୀଲେଶ୍‌ ରେଡ୍ଡୀ, ପାବନୀ ଶବର, ଶାନ୍ତନୁ ସାମନ୍ତରାୟ। କୋଚ୍‌: ଗୋବିନ୍ଦ ବେହେରା।

Share