ଜାଲ୍‌ ସାର୍ଟିଫିକେଟ କାରବାର ଘଟଣା: ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ରେ ଚଢ଼ାଉ

ବଲାଙ୍ଗୀର ଅଫିସ,୨୬ା୩: ଜାଲ୍‌ ସାର୍ଟିଫିକେଟ କାରବାର ଘଟଣାରେ ବଲାଙ୍ଗୀର ପୋଲିସ ଓ ପ୍ରଶାସନ ପକ୍ଷରୁ
ରବିବାର ସ୍ଥାନୀୟ ଜୀବନ ବୀମା କାର୍ଯ୍ୟାଳୟ ନିକଟରେ ଥିବା କମ୍ପ ଭାଇ ଭୋକେଶନାଲ ଟ୍ରେନିଂ ଇଷ୍ଟିଚ୍ୟୁଟ୍‌ରେ ଚଢ଼ାଉ କରାଯାଇଛି। ମାଜିଷ୍ଟ୍ରେଟ୍‌ ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ଥିତିରେ ଏସ୍‌ଡିପିଓ ତୋଫାନ ବାଗ୍‌, ଟାଉନ ଆଇଆଇସି ବିଶ୍ବଜିତ ମନବୋଧ ଓ ଅନ୍ୟମାନେ ଉପସ୍ଥିତ ରହି ତଦାରଖ କରୁଛନ୍ତି।

Share