ନୂଆଦିଲ୍ଲୀ,୨୦।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବିଶ୍ୱର ବିଭିନ୍ନ ସ୍ଥାନରେ ଯୋଗ ଶିବିରମାନ ଆୟୋଜନ କରାଯାଉଛି। ଏହି କ୍ରମରେ ନୌସେନା କର୍ମଚାରୀମାନେ ମଧ୍ୟ ଯୋଗ ଅଭ୍ୟାସ କରିଛନ୍ତି। ଗୁରୁବାର ପୂର୍ବ ନୌସେନା କମାଣ (ଇଏନ୍ସି)ର ସୂର୍ଯ୍ୟୋଦୋୟ କମାଣ ଜାହଜ ଉପରେ ଯୋଗ ଅଭ୍ୟାସ କରୁଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ଆସନ୍ତା ୨୧ ତାରିଖରେ ସାରା ବିଶ୍ୱରେ ପାଳନ କରାଯାଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଯୋଗ ଯେ ଶରୀରକୁ ସୁସ୍ଥ ରଖିବାର ଏକ ଭଲ ମାଧ୍ୟମ ଯୋଗ ଦିବସରରେ ଏହା ସହଜରେ ଅନୁମାନ କରାଯାଇପାରୁଛି।