ଜିଲାପାଳକଁର ନିରଦେଶକେ ବେଖାତିର: ଘରଭଂଗା ସାହାଯ୍‌ରୁ ବଁଚିତ ଅସାହା ପରିବାର

ବିନିକା,୨୯ା୫ (ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ କୁହିବାହାଲ ଗଁାର ହିରଣ୍ୟ ନାୟକକଁର ଗଲା ବରଷା ଦିନେ ଭାଂଗି ଯାଇଥିଲା। ସେ ଘରଭଂଗା ସାହାଯ୍‌ ପାଏବାର ବାବ୍‌ଦେ ମେଘଲା ରାଜସ୍ବ ନିରୀକ୍ଷକ, ବିନିକା ତହସିଲଦାରକୁଁ ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ କୁହିବାହାଲ ଗଁାର ହିରଣ୍ୟ ନାୟକ ଝନେ ନିହାତି ଗରିବ୍‌ ଲୋକ। ସେ ଦୁଖ୍‌ସୁଖ, ଚାଷବାସ କରି ୪ ପରାନୀ କୁଟୁମ ପୁଷୁଛନ୍‌। ଗଲା ବରଷା ମାସେ ତାକର ମାଏଟ୍‌ କୁରିଆଟା ଭାଂଗି ଯାଇଥିଲା। ଇ ବାବ୍‌ଦେ ସେ ମେଘଲା ରାଜସ୍ବ ନିରୀକ୍ଷକ ଆର ବିନିକା ତହସିଲଦାରକୁଁ ସରକାରୀ ସାହାଯ୍‌ ଲାଗି ଗୁହାରି କରିଥିଲେ। ହେଲେ ଆଏଜ୍‌ତକ ତାହାକୁ ଘରଭଂଗା ସାହାଯ୍‌ ନାଇଁ ମିଲିପାରି। ଶେଷେ ହିରଣ୍ୟ ଉପେ ଶୂଇନ୍‌ ହେଇ ଗଲା ୨୦୧୮, ସେପ୍ଟେମ୍ବର ୧୭ ତାରିଖ୍‌ ବିନିକାରେ ହେଇଥିବାର ଜିଲାପାଲକଁର ଅଭିଯୋଗ ଶୁନାନି ଶିବିରରେ ଅଭିଯୋଗ କରିଥିଲେ। ଜିଲାପାଲ ଅଭିଯୋଗ ଶୁନି ବିଭାଗୀୟ ଅଧ୍‌କାରୀମାନକୁ ହିରଣ୍ୟକୁଁ ଘରଭଂଗା ସଂଗେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଗୁଟେ ପକାଘର ଯୁଗେଇ ଦେବାର ବେବସ୍‌ତା କରବାକେ ନିରଦେଶ ଦେଇଥିଲେ। ହେଲେ ହିତାଧିକାରୀ ପକାଘର ପାଏବାର ତ ଦୂରର କଥା ଏଭ୍‌ତକ୍‌ ଘରଭଂଗା ସାହାଯ୍‌ ପାଏବାରୁ ବି ବଁଚିତ ହେଇ ରହିଛନ୍‌। ଏନ୍‌ତାଥି ଇ ଗରିବ୍‌ ପରିବାର ବାରଦୁଆର ହେଇ ବଡ଼ାକଷ୍‌ଟେ ଦିନ୍‌ ବିତଉଛନ୍‌। ଯେତେ ଜଲଦି ହେବା ଇ ଗରିବ୍‌ ପରିବାରକେ ଘରଭଂଗା ସାହାଯ୍‌ ସମେତ ଆବାସ ଯୋଜନାରେ ସାମିଲ କରି ପକାଘର ଖଁଡ଼େ ଯୁଗେଇ ଦେବାକେ ଦାବି ହେଉଛେ। ଇ ବାବ୍‌ଦେ ବିନିକା ତହସିଲଦାରକୁଁ ପଚରାଲାରୁ ହିତାଧିକାରୀକଁର ଅଭିଯୋଗ ଅନ୍‌ସାରେ ଆମର ପାସେ ଘରଭଂଗାର ସୂଚନା ନଁାଇଁନ। ସେଥିରଲାଗି ଆମେ ତାହାକୁ କିଛି ସାହାଯ୍‌ ଦେଇ ନାଇଁ ପାରବାର। ହିତାଧିକାରୀ ମୋତେ ଅଫିସରେ ସାକ୍ଷାତ କରି ଅସବିଧାଟା କାଣା ଜନାଲେ ସେ ହିସାବେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।