Categories: Video

ଜୀବନ ନ ହେଉ ଲକ୍‌ଡାଉନ୍

ଜନଧନ ଯୋଜନାରେ ମିଳୁଛି ମାଗଣା ଗ୍ୟାସ୍ ଓ ୫୦୦ ଟଙ୍କା । ଲୋକେ ଏହା ପାଇବା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଉନାହାଁନ୍ତି । ନୂଆପଡ଼ା ଜିଲ୍ଲା ଖରିଆରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଆମେ ଯଦି ନିୟମ ନ ମାନିବା ତେବେ କରୋନାକୁ ମୁକାବିଲା କରିବା କେମିତି।