ଜୁନ୍‌ ୩୦ ଯାଏ କୌଣସି ରାଜନୈତିକ କାର୍ଯ୍ୟକ୍ରମ କରିବ ନାହିଁ ବିଜେଡି

ଭୁବନେଶ୍ୱର,୭।୬(ବ୍ୟୁରୋ): ଭାଜପାର ଭର୍ଚୁଆଲ ରାଲି ନେଇ ବିଜେଡି ନେତା ସଞ୍ଜୟ ଦାସବର୍ମା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କିଏ କ’ଣ ରାଲି କଲା ସେଥିରେ ଆମର କୌଣସି ସମ୍ପର୍କ ନାହିଁ। ଜୁନ ୩୦ ଯାଏ ଆମେ କୌଣସି ରାଜନୈତିକ କାର୍ଯ୍ୟକ୍ରମ କରିବୁ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆମେ ଏବେ କରୋନା ଲଢ଼େଇରେ ଲାଗିଛୁ। କରୋନା ବେଳେ ରକ୍ତ ଅଭାବ ନ ହେବାକୁ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ କରୁଛୁ।

Share