Categories: Video

ଜୁନ ୮ରେ ଖୋଲିବ ଧାର୍ମିକ ସ୍ଥଳ; ପର୍ଯ୍ୟାୟ କ୍ରମେ ହଟିବ କଟକଣା

କେବଳ କଣ୍ଟେନମେଣ୍ଟ ଜୋନରେ ଜୁନ ୩୦ ଯାଏ ବଢିଲା ଲକଡାଉନ ଅବଧି। କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍ଥାନରେ ପର୍ଯ୍ୟାୟକ୍ରମେ ନିୟମ କୋହଳ କରାଯିବ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।