ଜେଇଇ(ମେନ୍‌)-୧: ଦିବ୍ୟାଂଶୁ ରାଜ୍ୟ ଟପ୍ପର

ଭୁବନେଶ୍ୱର, ୮।୮(ବ୍ୟୁରୋ): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସିଂ ପକ୍ଷରୁ ସୋମବାର ଜେଇଇ(ମେନ୍‌) ପେପର-୧ ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ ୨୪ଜଣ ଛାତ୍ରୀଛାତ୍ର ୧୦୦ ପର୍ସେଣ୍ଟାଇଲ ସ୍କୋର୍‌ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଓଡ଼ିଶାର ଦିବ୍ୟାଂଶୁ ମଲ୍ଲୁ ରାଜ୍ୟ ଟପ୍ପର ହୋଇଛନ୍ତି। ସେ ୯୯.୯୮୯ ପର୍ସେଣ୍ଟାଇଲ ରଖିଛନ୍ତି। କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ ଛାତ୍ର ଦିବ୍ୟାଂଶୁ ସ୍କୁଲରେ ପାଠ ପଢ଼ିବା ସହିତ ଜେଇଇ ପ୍ରସ୍ତୁତ ପାଇଁ ଆଲେନ୍‌ କ୍ୟାରିୟରରେ କୋଚିଂ ନେଉଥିଲେ। ବର୍ତ୍ତମାନ ସେ ମୁମ୍ବାଇରେ ରହୁଛନ୍ତି। ସୂଚନାଯୋଗ୍ୟ, ଜେଇଇ ମେନ୍‌ ପେପର-୧ ଦୁଇଟି ସେସନରେ ହୋଇଥିଲା। ପ୍ରଥମ ସେସନ ରେଜଲ୍ଟ ଗତମାସ ୭ ତାରିଖରେ ପ୍ରକାଶ ପାଇଥିଲା। ଯେଉଁଥିରେ ଦିବ୍ୟାଂଶୁ ରାଜ୍ୟ ଟପ୍ପର ହୋଇଥିଲେ। ଦ୍ୱିତୀୟ ସେସନ ରେଜଲ୍ଟ
ସହିତ ଫାଇନାଲ ରେଜଲ୍ଟ ସୋମବାର ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଆରଆଇଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ, ୮ଟି ପ୍ଲଟ୍‌, ନଗଦ ଟଙ୍କା ସମେତ ମିଳିଲା…

କୋରାପୁଟ। ବୋରିଗୁମ୍ମା,୨୬।୧୨(ଅମିତାଭ ବେହେରା/ବିଜୟ ନାରାୟଣ ସାହୁ): ଭିଜିଲାନ୍ସ ଜାଲରେ କୋରାପୁଟ ଜିଲା ବୋରିଗୁମ୍ମା ତହସିଲ କୁମୁଲି ସର୍କଲର ଏଆରଆଇ। ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ...

ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ପରେ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବଢ଼ିଲା ଦାବି

ଭୁବନେଶ୍ୱର,୨୬ା୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ଗ୍ରହଣ କରିବା ପରେ ହରିବାବୁ କମ୍ଭମପତିଙ୍କୁ ରାଜ୍ୟର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ...

ନବୀନଙ୍କ ପରେ କିଏ? ଉତ୍ତରରେ ନବୀନ କହିଲେ ମୋ’ ପରେ…

ଭୁବନେଶ୍ୱର,୨୬ା୧୨: ଗୁରୁବାର ଶଙ୍ଖଭବନରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଏଥିସହିତ...

ନବୀନଙ୍କୁ କଡ଼ା ଟାର୍ଗେଟ୍‌ କଲେ ଧର୍ମେନ୍ଦ୍ର, କହିଲେ ୨୪ ବର୍ଷରେ ଯିଏ ପାଣି ଯୋଗାଇ ପାରିଲେନି ସେ ପୁଣି…

ଭୁବନେଶ୍ୱର,୨୬ା୧୨: ଗୁରୁବାର ବିଜେଡିର ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭାଜପା ଉପରେ ବର୍ଷିଥିବାବେଳେ ନବୀନଙ୍କୁ ମଧ୍ୟ କଡ଼ା ଟାର୍ଗେଟ୍‌ କରି ଭାଜପା ସମାଲୋଚନା...

କେନ୍ଦ୍ର ଫୋକସ୍‌ରେ ଓଡ଼ିଶା, ଶାହା ଆସିବେ ହେଲେ ସମ୍ବଲପୁର ଯିବେନି…

ଭୁବନେଶ୍ୱର,୨୬।୧୨: ଚଳିତ ମାସ ୨୮ ତାରିଖରେ ଭୁବନେଶ୍ବର ଆସିବେ ଅମିତ ଶାହା। ଭାଜପା ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏହି ସୂଚନା ଦେଇଛନ୍ତି।...

ଆଜି ଓଡ଼ିଶା ଛାଡିବେ ରଘୁବର, ଅଛି ବଡ଼ ପ୍ଲାନ!

ଭୁବନେଶ୍ୱର,୨୬।୧୨: ଓଡ଼ିଶା ଛାଡିବେ ବିଦାୟୀ ରାଜ୍ୟପାଳ ରଘୁବର ଦାସ। ଆଜି ସେ ଓଡ଼ିଶାରୁ ବିଦାୟ ନେବେ। ଏନେଇ ଅତିଥି ଭବନରେ ରଘୁବରଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଉଛି।...

ହସିହସି ଏମିତି କହିଦେଲେ ନବୀନ, ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି ….

ଭୁବନେଶ୍ୱର, ୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ବିରୋଧି ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ଅବିଭାଷଣ ରଖିଛନ୍ତି। ନବୀନ କହିଛନ୍ତି, ଆଜିର...

ଚାଷୀଙ୍କ ପାଇଁ ଆସିଲା ବଡ଼ ଖବର, ଯୋଗାଣ ମନ୍ତ୍ରୀ କହିଲେ ମିଳିବ….

ଭୁବନେଶ୍ୱର, ୨୬।୧୨: ଅଦିନିଆ ବର୍ଷାରେ ଫସଲ ବ୍ୟାପକ କ୍ଷତି ହେବାର ଚାଷୀକୂଳ ହତାସ ହୋଇଯାଇଛି। ଅନେକ ଫସଲ କ୍ଷତି ହେବାରୁ ଚାଷୀ ନାହିଁ ନ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri