ଜୟପୁରରେ ବିଜେଡି ଆଗୁଆ

ଜୟପୁର, ୨୩।୫(ଡି.ଏନ୍‌.ଏ.)-
ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିର ରବିନାରାୟଣ ନନ୍ଦ ୨୦୪୫ ଭୋଟ ପାଇଥିବାବେଳେ କଂଗ୍ରେସର ତାରା ପ୍ରସାଦ ବାହିନୀପତି ୧୮୮୪ ଓ ଭାଜପାର ଗୌତମ ସାମନ୍ତରାୟ ୧୨୧୯ ଭୋଟ ପାଇଥିବା ଜଣାପଡୁଛି।

Share