ଟଁକା ପଏସା ଅଭାବ୍‌: ଉଚ ଶିକ୍ଷାରୁ ବଁଚିତ୍‌ ଜ୍ୟୋତିଜୟା

କୋମନା,୨୩।୮(ଡି.ଏନ.ଏ.): ନୂଆପଡ଼ା ଜିଲା କୋମନା ବ୍ଲକ ପଏଁର ପଁଚେତ୍‌ ଅଧୀନ ମହୁଲଭଟା ଗଁାର ଝନେ ଗରିବ୍‌ ଛାତ୍ରୀ ଟଁକା ପଏସା ଅଭାବୁ ଉଚ ଶିକ୍ଷାରୁ ବଁଚିତ୍‌ ହେଇଛନ୍‌।
ସୂଚନା ଅନ୍‌ସାରେ ମହୁଲଭଟା ଗଁାର ସ୍ବର୍ଗତ ଗଜାନନ ପାତ୍ରକଁର ଝି’ ଜ୍ୟୋତିଜୟା ପାତ୍ର(୧୭)। ଚଲତି ବଛର ସେ ଯୁକ୍ତ ଦୁଇ ପାସ୍‌ କରିଛନ୍‌। ହେଲେ ଟଁକା ପଏସା ଅଭାବୁ ଯୁକ୍ତ ତିନ୍‌ରେ ନଁା ଲେଖାବାରୁ ବଁଚିତ୍‌ ହେଇଛନ୍‌। ଯେନ୍‌ଥିରଲାଗି ତାକର ସବୁ ସପନ୍‌ ଏହେଦେ ଭାଂଗି ଯାଇଛେ। ୨୦୧୩ରେ ବାପା ଗଜାନନ ପାତ୍ର ହଠାତ୍‌ ହୃଦ୍‌ଘାତର ଶିକାର ହେଇ ଆରପାରକେ ଚାଲିଗଲେ। ଏହେଦେ ବିଧବା ମା’ ଆର ଦୁଇ ଭାଇ ବହେନ୍‌କୁ ନେଇ ତାକର ପରିବାର। ସାନ୍‌ ଭାଇ ଗଁା ସ୍କୁଲରେ ପରଥମ ଶ୍ରେଣୀରେ ପଢ଼ୁଥିଲାବେଲେ ମା’ ଝି’ କୁଲିମଜୁରି କରି ପରିବାର ଚଲଉଛନ୍‌। ସେଥ୍‌ରୁ ଯାହା ବଲ୍‌କୁଛେ ସେଥ୍‌ରେ ଦୁଇ ଭାଇ ଭହେନ୍‌ ପାଠ୍‌ ପଢ଼ୁଥିଲେ। ଇତାର ବାହାରେ ପରିବାରକେ ମିଲୁଥିବାର ସରକାରୀ ସାହାଯ୍‌ କହେଲେ ମା’ ପାଉଥିବାର ୫ଶହ ଟଁକା ବିଧବା ଭତା ଆର ୩୫ କେ.ଜି. ଚାଉଲ ସାହାଭରସା। ଏନ୍‌ତା ପରିସ୍ଥିତିରେ ସେ ଚଲତି ବଛର ପାଠ୍‌ପଢ଼ବାର ଅନେକ ଲୁକ୍‌କୁ ସାହାଯ୍‌ ମାଗି ନିରାଶ ହେଇଛନ୍‌। ଯେନ୍‌ଥିରଲାଗି ଏହେଦେ ତାକର ପାଠ୍‌ପଢ଼ାରେ ଗଏଁଠ୍‌ ପଡ଼ିଛେ। ଏନ୍‌ତାଥି ଉପେ ଶୂଇନ୍‌ ବିଧବା ମା’ ଝି’ର ପାଠ୍‌ପଢ଼ା ସାହାଯ୍‌ ଲାଗି ଗଣମାଧ୍ୟମ ଜରିଆରେ ସରକାରୀ, ବେସରକାରୀ, ସହୁରୁଦ୍‌ ଲୁକ୍‌କୁ ସହଯୋଗ୍‌ର ହାତ୍‌ ବଢ଼ାବାକେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri