Categories: Uncategorized

ଟାଇଫଏଡ୍‌ ଜ୍ୱରରୁ ମୁକ୍ତି ଚାହୁଁ ଥିଲେ …

ଆୟୁର୍ବେଦ ଶାସ୍ତ୍ରାନୁଯାୟୀ ଦୈନିକ ଖାଦ୍ୟପେୟ ଉପରେ ଧ୍ୟାନ ଦେଲେ ଅନେକ ରୋଗ ଲାଗି ମେଡିକାଲ ଯିବାକୁ ପଡ଼ି ନ ଥାଏ। କାରଣ ପ୍ରାଥମିକ ଅବସ୍ଥାରେ ଅନେକ ସମସ୍ୟାକୁ ରୋକାଯାଇପାରେ। ହେଲେ ସ୍ବାସ୍ଥ୍ୟଗତ ସମସ୍ୟା ସାଙ୍ଘାତିକ ରୂପ ନେଲେ ତାହାକୁ ରୋକିବା ସମ୍ଭବ ହୋଇ ନ ଥାଏ। କିସ୍‌ମିସ୍‌ ଏଭଳି ଏକ ଜିନିଷ, ଯାହାକୁ ଖାଇବା ଫଳରେ ଅନେକ ରୋଗରୁ ମୁକ୍ତି ମିଳିଥାଏ। ଜାଣନ୍ତୁ ସେ ସମ୍ପର୍କରେ…
ଟାଇଫଏଡ୍‌: ଦୀର୍ଘ ଦିନ ଧରି ଲାଗି ରହିଥିବା ଟାଇଫଏଡ୍‌ରୁ କିସ୍‌ମିସ୍‌ ମୁକ୍ତି ଦେଇଥାଏ। ରାତିରେ କ୍ଷୀରରେ ଏହାକୁ ଫୁଟାଇ ପିଇବା ଫଳରେ ଏହି ଜ୍ୱର ଭଲ ହୋଇଯାଇଥାଏ।