Categories: Video

ଟ୍ୟାକ୍ସି ସେବା ଆରମ୍ଭ , ଗଡିଲାନି ବସ୍

ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଅଟୋ, ଟ୍ୟାକ୍ସି ସେବା ଆରମ୍ଭ ହୋଇଛି । ସେପଟେ ଏବେ ବି ନିଜ ଜିଦରେ ଅଟଳ ବସ୍ ମାଲିକ ସଂଘ । ଏହାପରେ ଯାତ୍ରୀ ଓ ବସ୍ ଡ୍ରାଇଭରଙ୍କ ପ୍ରତିକ୍ରିୟା କଣ ରହିଛି ଆସନ୍ତୁ ଦେଖିବା ଏହି ଭିଡିଓରେ ।