Categories: ବାଣିଜ୍ୟ

ଡ୍ୟୁକର ନୂଆ ସମର ୨୦୧୯ କଲେକ୍ସନ

ଭୁବନେଶ୍ୱର,୨୬-୫ : ଡ୍ୟୁକ ଫ୍ୟାସନ୍ସ ଲିମିଟେଡ ପକ୍ଷରୁ ନୂଆ ସମର କଲେକ୍ସନ ୨୦୧୯ ଶୁଭାରମ୍ଭ ହୋଇଛି। ବିଭିନ୍ନ ଷ୍ଟାଇଲ ଏବଂ ରଙ୍ଗରେ ଏହି କଲେକ୍ସନଗୁଡିକ ବଜାରରେ ଉପଲବ୍ଧ। ଏହା ମଧ୍ୟରେ ଶାର୍ଟ,ଟ୍ରାଉଜର ଏବଂ ଡେନିମ୍‌ ରହିଛି। ଏଥିରେ ଷ୍ଟାଇଲ ଏବଂ ଫ୍ୟାଶନ ଷ୍ଟେଟମେଣ୍ଟକୁ ପ୍ରାଥମିକତା ଦିଆଯାଇଛି। ଏହାକୁ ଉଭୟ ଫର୍ମାଲ ଏବଂ କାଜୁଆଲ ଭାବେ ବ୍ୟବହାର କରାଯାଇ ପାରିବ ବୋଲି କମ୍ପାନୀ ପ୍ରକାଶ କରିଛି। ସଦ୍ୟତମ ପୋଷାକପତ୍ର ଚାହୁଥିବା ଯୁବବର୍ଗଙ୍କୁ ଧ୍ୟାନରେ ରଖି ଏହା ବଜାରକୁ ଛାଡିଥିବା କମ୍ପାନୀର ନିର୍ଦ୍ଦେଶକ କୁନ୍ତଲ ରାଜ ଜୈନ କହିଛନ୍ତି। ଏଥିରେ ଗ୍ରାହକମାନେ ଅନ୍ତର୍ଜାତୀୟ ଗୁଣବତ୍ତା ଏବଂ ଷ୍ଟାଇଲ ପାଇ ପାରିବେ ବୋଲି ଜୈନ ପ୍ରକାଶ କରିଛନ୍ତି।

Share