ତାଳଚେରରେ ବ୍ରଜକିଶୋର ୧୪୦୩୭ ଭୋଟରେ ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୧୭ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ବ୍ରଜକିଶୋର ପ୍ରଧାନ ୧୪୦୩୭ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ଏହି ରାଉଣ୍ଡରେ ବ୍ରଜକିଶୋରଙ୍କୁ ୨୨୯୪ ଖଣ୍ଡ ଭୋଟ ମିଳିଥିବା ବେଳେ ଭାଜପାର କାଳନ୍ଦୀ ସାମଲଙ୍କୁ ୧୪୨୦ ଖଣ୍ଡ ଭୋଟ ପାଇଛନ୍ତି।